ଠାକୁର ଘରୁ ଆବିର୍ଭାବ ତମ୍ବା ନାଗ || The Appearance Of Copper Snakes ||

ଠାକୁର ଘରୁ ଆବିର୍ଭାବ ତମ୍ବା ନାଗ || The Appearance Of Copper Snakes ||

ଠାକୁର ଘରେ ରଖାଯାଇଥିଲା ଆସବାପାତ୍ର, ସବୁଦିନ ତାକୁ ସଫା କରାଯାଉଥିଲା। ତେବେ ଗତ ସୋମବାର ଠାକୁର ଘର ସଫା କଲାବେଳେ କାନ୍ଥରେ ଏକ ତମ୍ବା ନାଗ ଆବିର୍ଭାବ ହେଇଥିବା ଦେଖିବାକୁ ମିଳିଛି। ଏଇ ଖବର ପାଇ ଶ୍ରଦ୍ଧାଳୁଙ୍କ ଦର୍ଶନ ପାଇଁ ଭିଡ଼ ଲାଗିଛ। ଏ ଘଟଣା ତେଲକୋଇ ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
Subscribe to CityPlus Odisha for more offbeat news and digest from around Odisha: https://www.youtube.com/channel/UC85orSRNRJjruskGKA6HceA/


Like and Follow us on Facebook:
https://www.facebook.com/CityPlusOdisha/
Subscribe to our Youtube Channel:
https://www.youtube.com/channel/UC85orSRNRJjruskGKA6HceA/

#CityPlus #OdishaLatestNews #CityPlusOdisha

city pluscity plus odishabhubaneswar culture

Post a Comment

0 Comments